Breaking
ରାଜଧାନୀରେ ବର୍ଷା ନେଲା ଜୀବନ ! ନାଳରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
ଭୁବନେଶ୍ବର:ଆଜି ସଂନ୍ଧ୍ୟା ସମୟରେ ହଠାତ ରାଜଧାନୀ ମୂଷଳ ଧାରରେ ବର୍ଷା ଆରମ୍ଭ ହୋଇ ଯାଇଥିଲା ।ତେବେ ତଳିଆ ଅଂଚଳରେ ପାଣି ଭର୍ତି ହୋଇ ହୋଇ ଯିବାରୁ ଜଣେ ବ୍ୟକ୍ତି ରାସ୍ତାକଡରେ ଥିବା ନାଳରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି ।
ସୂଚନା ଅନୁଯାୟୀ ଗଙ୍ଗନଗର ଅଂଚଳର ହରି ପଟ୍ଟନାୟକ ନାମକ ଜଣେ…
Read More...
Read More...
ପ୍ରକାଶ ପାଇଲା ଇଜ୍ ଅଫ୍ ଲିଭିଙ୍ଗ ସିଟି ତାଲିକା ! ଶୀର୍ଷରେ ପୁଣେ,୧୮ ତମ ସ୍ଥାନରେ ଭୁବନେଶ୍ୱର
ନୂଆଦିଲ୍ଲୀ:ଭାରତରେ ରହିବା ପାଇଁ ସବୁଠୁ ଭଲ ସ୍ଥାନର ତାଲିକା ସୋମବାର ଜାରି କରାଯାଇଛି।କେନ୍ଦ୍ର ସହରୀବିକାଶ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ସ୍ମାର୍ଟ ନେଟ୍ ଦ୍ୱାରା ହୋଇଥିବା ସର୍ଭେରେ ଭାରତର ୧୧୧ ସହରକୁ ନେଇ ହୋଇଥିବା ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି ।ସବୁଠୁ ଭଲ ସହର ରୂପେ…
Read More...
Read More...
ବର୍ଷା ପାଇଁ ବିଏମ୍ସି କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ମଚାରୀଙ୍କର ଛୁଟିକୁ ବାତିଲ କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ୧୪ ଓ ୧୫ ଦୁଇଦିନ ବିଏମସି କର୍ମଚାରୀମାନେ ଛୁଟି ନେଇପାରିବେ ନାହିଁ ବୋଲି ନିଗମ କମିଶନର…
Read More...
Read More...
ରାଜଧାନୀରେ ପୁଲିସ୍-ଛାତ୍ର କଂଗ୍ରେସ ମୁହାଁମୁହିଁ ! ଧସ୍ତାଧସ୍ତିରେ ଛାତ୍ରୀଙ୍କ ମୁଣ୍ଡ ଫାଟିଲା
ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ପୁଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବିରେ ସୋମବାର ଛାତ୍ର କଂଗ୍ରେସ ଭବନ ପକ୍ଷରୁ…
Read More...
Read More...
ଅଧାରେ ରହିଲା ଶିବକୁ ଜଳଲାଗି ! ଟେନ୍ରେ କଟି ୩ କାଉଡ଼ିଆଙ୍କ ମୃତ୍ୟୁ
ରାଉରକେଲା: ଟ୍ରେନରେ କଟି ଗୋଟିଏ ପରିବାରର ୩ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ରାଉରକେଲା ପାନପୋଷ ରେଳଷ୍ଟେସନରୁ ଅଳ୍ପ ଦୂରରେ। ମୃତକ ସମସ୍ତଙ୍କର ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ।
ସୂଚନା ଅନୁଯାୟୀ, ଭିଲାଇ ଅଞ୍ଚଳର ଗୋଟିଏ ପରିବାରର ୭ ଜଣ କାଉଡ଼ିଆ ରେଳ ସେତୁ ଉପରେ…
Read More...
Read More...
ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ
କୋଲ୍କାତା: ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥଲା। ଶ୍ରୀ ଚାଟାର୍ଜୀ ଆଜି କଲିକତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିବାବେଳେ…
Read More...
Read More...
ଶ୍ରାବଣ ତୃତୀୟ ସୋମବାର ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼
ଭୁବନେଶ୍ୱର: ଆଜି ଶ୍ରାବଣ ମାସ ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ…
Read More...
Read More...
ଆଜି କେମିତି କଟିବ ଆପଣଙ୍କ ଦିନ :୧୩ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ପ୍ରେମ ସଂପର୍କ ବୃଦ୍ଧି ହେତୁ ମନ ଖୁସି ରହିବ
ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ପ୍ରଗତି ପଥରେ ଅଗ୍ରସର ହେବେ। ବିରୋଧୀ କ୍ଷତି ପହଞ୍ଚାଇବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ପ୍ରିୟବନ୍ଧୁଙ୍କ ଠାରୁ ଖୁବ୍ ପ୍ରେମ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।
ବୃଷ: ବ୍ୟବସାୟରେ ଉନ୍ନତି ପାଇଁ…
Read More...
Read More...
ଭାଇରାଲ ହେଲା ସରପଂଚ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡ଼ିଓ
କେନ୍ଦ୍ରାପଡ଼ା:ଜଣେ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ପରେ ଏବେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳାଜଣଙ୍କ ଜଣେ ନେତ୍ରୀ । ଗତ ସରପଂଚ ନିିର୍ବାଚରେ ପ୍ରାର୍ଥୀ ହୋଇଥିଲେ । ମହିଳାଜଣକଙ୍କର ଯେଉଁ ଭିଡ଼ିଓ ଭାଇିରାଲ କରାଯାଇଛି ସେଥିରେ ସେ ଜଣେ…
Read More...
Read More...
ପୁଣି ଗାନ୍ଧୀମାର୍ଗରେ ଗର୍ଜିବେ ଶିକ୍ଷକ ! ୧୬ରୁ ଦିବାରାତ୍ର ଗଣଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ
ଭୁବନେଶ୍ୱର: ପୁଣି ରାଜରାସ୍ତାରେ ଗର୍ଜିବେ ଶିକ୍ଷକ । ଗାନ୍ଧି ମାର୍ଗରେ ହେବ ବିକ୍ଷୋଭ ପ୍ରଦର୍ଶନ ।ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କ ଦାବି ପୂରଣ ନେଇ ଦିନରାତି ଧାରଣା ଦେବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ଵାନରେ ଏହି ବିଶାଳ ଗଣଧାରଣା ହେବାକୁ ଯାଉଛି।…
Read More...
Read More...