Breaking
ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ସମ୍ବଲପୁର ଆରଡିସି ଅଫିସ ଘେରାଓ କରିବ ବିଜେପି:ଲେଖାଶ୍ରୀଏମ୍ଏସ୍ଏମ୍ଇ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ “ଶିକ୍ଷା ଦର୍ପଣ”ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କେଉଁଝର ଜିଲ୍ଲା ଗସ୍ତ
ବାଜପେୟୀଙ୍କ ବିୟୋଗରେ ୭ ଦିନର ରାଷ୍ଟ୍ରୀୟ ଶୋକ
ନୂଆଦିଲ୍ଳୀ : ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍ସରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ବାଜପେୟୀଙ୍କ ନିଧନ ପରେ ଏମ୍ସକୁ ନେତା ଓ…
Read More...
Read More...
ପରଲୋକରେ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀ
ନୂଆଦିଲ୍ଲୀ:ଦୀର୍ଘ ଦିନ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ୯୩ ବର୍ଷ ବୟସରେ ଅଟଳ ଗୁରୁବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ଗତକାଲିଠୁ…
Read More...
Read More...
କେରଳ ବନ୍ୟା ପୀଡିତଙ୍କ ଲାଗି ୫ କୋଟି ଟଙ୍କା ସହାୟତା ଘୋଷଣା କଲେ ଓଡ଼ିଶା ସରକାର
ଭୁବନେଶ୍ୱର:କେରଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ବର୍ଷାର ତାଣ୍ଡବ ସହିତ ବନ୍ୟାର ବିତ୍ପାତରେ ଦୁର୍ବିସହ ହୋଇପଡ଼ିଛି କେରଳବାସୀଙ୍କ ଜୀବନ । ପ୍ରଳୟଙ୍କାରୀ ବନ୍ୟାରେ ୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଯାଇ ସାରିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି ।ଗତକାଲିଠାରୁ…
Read More...
Read More...
ଶିକ୍ଷକଙ୍କ ଗର୍ଜନରେ ଥରିଲା ଗାନ୍ଧୀମାର୍ଗ
ଭୁବନେଶ୍ୱର: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମଗ୍ର ରାଜ୍ୟରୁ ହଜାର ହଜାର ଶିକ୍ଷକ-ଅଧ୍ୟାପକ ଆସି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ବ୍ଲକ୍ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଭଳି ବିଭିନ୍ନ ଦାବି ନେଇ…
Read More...
Read More...
ଆଜିଠାରୁ ଆରମ୍ଭ ହେବ ଜିଓଫୋନ-୨ ବିକ୍ରି ! ଜାଣନ୍ତୁ କେଉଁଠି ମିଳିବ, ଦାମ କେତେ
ମୁମ୍ବାଇ :ଆଜି ଦିନ ୧୨ଟାରୁ ଜିଓଫୋନ-୨ର ବିକ୍ରି ଆରମ୍ଭ ହେବ । ଏହା ମାଇଜିଓ ଆପ ଓ ଜିଓଡଟକମରେ ବିକ୍ରି କରାଯିବ । ପୂର୍ବରୁ କମ୍ପାନି ଘୋଷଣା କରିଥିଲା ଯେ ବିକ୍ରି ୧୫ତାରିଖରୁ ଆରମ୍ଭ ହେବ, କିନ୍ତୁ ଏବେ ତାହାକୁ ଗୋଟିଏ ଦିନ ଘୁଞ୍ଚାଇଦିଆଯାଇଛି । ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଥିବାବେଳେ…
Read More...
Read More...
ଆଜିଠୁ ଗାନ୍ଧୀମାର୍ଗରେ ଦିବାରାତ୍ର ଗଣଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ
ଭୁବନେଶ୍ୱର: ଆଜିଠୁ ସ୍ଥାନୀୟ ଗାନ୍ଧୀମାର୍ଗ ପାଲଟିବ ଜନସମୁଦ୍ର । ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କ ଦାବି ପୂରଣ ନେଇ ଦିନରାତି ଧାରଣା ଦେବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ଵାନରେ ଏହି ବିଶାଳ ଗଣଧାରଣା ହେବାକୁ ଯାଉଛି। ସମଗ୍ର ରାଜ୍ୟକୁ ୪ ଭାଗରେ…
Read More...
Read More...
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ଗୁରୁତର
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ଗତ ୪୮ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ରହିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କ ଅବସ୍ଥା ନେଇ…
Read More...
Read More...
ଆଜି କେମିତି କଟିବ ଆପଣଙ୍କ ଦିନ :୧୬ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ବିବାଦୀୟ କ୍ଷେତ୍ର ଓ ପ୍ରତିଯୋଗିତାରେ ବିଜୟୀ…
ମେଷ: ହଠାତ୍ କିଛି କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ମନରେ ନୈରାଶ ଭାବ ଜାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେବଳ ଭାଗ ବ୍ୟବସାୟ ଲାଭଜନକ ହେବ। ଯାନ ବାହନରେ ସତର୍କ ରହିବେ।
ବୃଷ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶିଳ୍ପ କ୍ଷେତ୍ରରେ ପାରଦର୍ଶୀ ହେବେ।…
Read More...
Read More...
ମନଯୋତ୍ ପ୍ଲେ ସ୍କୁଲ୍ ରେ ୭୨ତମ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ବର:ଶୈଳେଶ୍ରୀ ବିହାର ସ୍ଥିତ ମନଯୋତ୍ ପ୍ଲେ ସ୍କୁଲରେ ୭୨ତମ ସ୍ବାଧିନତା ଦିବସ ଖୁବ୍ ଉତ୍ସାହର ସହିତ ପାଳିତ ହୋଉଯାଇଛି।ବର୍ଷା ସତ୍ବେ ଛୋଟ ଛୋଟ ପିଲାମାନେ ଅଭିଭାବକ ମାନଙ୍କ ସହିତ ଆସି ଜାତୀୟ ପତାକା ଉତ୍ତୋଳନ ରେ ଭାଗ ନେଇଥିଲେ।ସ୍କୁଲର ପ୍ରିନ୍ସିପାଲ୍ ଓ ଅନ୍ୟ…
Read More...
Read More...
ଇଂଲଣ୍ଡରେ ଟିମ୍ ଇଣ୍ଡିଆ ପାଳିଲା ସ୍ୱାଧୀନତା ଦିବସ
ଲଣ୍ଡନ : ଇଂଲଣ୍ଡ ଗସ୍ତରେ ଥବା ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ସେଠାରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳନ କରିଛି । ତାଜ୍ ଲଣ୍ଡନ୍ ଠାରେ ଟିମ୍ ଇଣ୍ଡିଆ ଖେଳାଳିମାନେ ଏକାଠି ହୋଇ ଜାତୀୟ ସଂଗୀତ ଗାନ କରିଥିଲେ । ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପତାକା ଉତ୍ତୋଳନ କରିଥିଲେ ।…
Read More...
Read More...