Breaking

ନିର୍ବାଚନ ସରଗରମ କିନ୍ତୁ ଭୋଟର ନରମ

କମିଲା ମତଦାନ ହାର

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ରେ ମୋଟ୍ ୬୮.୦୮ ପ୍ରତିଶତ ମତଦାନ। କୋଭିଡ଼ କଟକଣା ଭିତରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ବୁଥ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ତେବେ ବାଲେଶ୍ଵର ସଦର ରେ ଦିନ ୧ ଘଟିକା ସୁଦ୍ଧା ୪୧.୩୬ ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲ ରେ ୩୯.୬୮ ପ୍ରତିଶତ ଲୋକ ଭୋଟ୍ ଦେଇଥିଲେ। ତେବେ ସନ୍ଧ୍ୟା ୫ ଘଟିକା ସୁଦ୍ଧା ବାଲେଶ୍ବରରେ ୬୮.୧୯ ପ୍ରତିଶତ ଏବଂ ତିର୍ତ୍ତୋଲ ରେ ୬୭.୯୭ ପ୍ରତିଶତ ମତଦାନ ହୋଇଛି।

loading...

Leave A Reply

Your email address will not be published.