Breaking

ଭୁବନେଶ୍ୱରରୁ ନାଇଜେରିଆ ନାଗରିକ ଗିରଫ

0

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରୁ ଜଣେ ନାଇଜେରିଆ ନାଗରିକଙ୍କୁ ଗିରଫ କରାଯାଇଛି । ଆମାଦୀ ଭିକ୍ଟୋର ବ୍ଲେଜ୍(୪୩) ନାମକ ଜଣେ ବ୍ୟକ୍ତିକୁ ଚନ୍ଦ୍ରଶେଖର ପୋଲିସ ଗିରଫ କରିଛି। ଭୁବନେଶ୍ୱର ରେଳ ଷ୍ଟେସନରେ ଡ୍ରଗସ୍‌ କାରବାର ସନ୍ଦେହରେ ନାର୍କୋଟିକ୍ସ୍‌ ଟିମ୍‌ ତାଙ୍କୁ ଧରି ପଚରାଉଚରା କରିଥିଲା । ସେ ଜାଲ୍‌ ପାସପୋର୍ଟରେ ବୁଲୁଥିବା ଜାଣିବାକୁ ପାଇଥିଲା ନାର୍କୋଟିକ୍ସ ଟିମ୍‌ ।ମୁମ୍ବାଇରୁ ଜାଲ ପାସପୋର୍ଟ ହାତେଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

loading...

Leave A Reply

Your email address will not be published.