Breaking

“ମମ୍ ଆଣ୍ଡ ବେବି କେୟାର “ଷ୍ଟୋର୍ ଉଦ୍ଘାଟିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ୱରର ଜନପଥ ଠାରେ ଗର୍ଭବତୀ /ପ୍ରସୂତୀ ମହିଳା ଓ ନବଜାତ ଶିଶୁଶ୍ରେଣୀର ପ୍ରମୁଖ ଷ୍ଟୋର “ମମ ଆଣ୍ଡ ବେବି କେୟାର” ର ଉଦ୍ଘାଟନ ହୋଇଯାଇଛି|ଯେଉଁଥିରେ କି ଏହି ବର୍ଗ ର ସମସ୍ତ ଦରକାରୀ ସାମଗ୍ରୀ ଯଥା ଶିଶୁ ପୋଷକ, ଖେଳନା, ଟ୍ରଲର,ବିଛଣା, ଦୋଳି,ଜୋତା ଓ ଆହୁରି ଅନେକର ଭରପୁର ସମ୍ଭାର ଗ୍ରାହକ ମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ |ତତସହିତ ମହିଳା ଶ୍ରେଣୀର ବିଶେଷ କରି ଗର୍ଭବତୀ/ପ୍ରସୂତୀ ମହିଳା ମାନଙ୍କର ଅତ୍ୟାବଶ୍ୟକ ପୋଷକ ପରିପାଟୀ ଓ ଅନ୍ତବସ୍ତ୍ର,,ଖାଦ୍ୟ ପୋଷାକ ଶ୍ରେଣୀ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି |ବିଶେଷ ଭାବେ ମିହିଳା ଗର୍ଭବତୀ ହେବା ପରଠୁ ଶିଶୁ ଜନ୍ମ ଓ ଶିଶୁ ଅନୁନ୍ୟ ପାଞ୍ଚ ବର୍ଷ ହେବା ପର୍ଯ୍ୟନ୍ତ ଯେତେସବୁ ପରିଚ୍ଛେଦ ଆବଶ୍ୟକ ସେସବୁର ସମସ୍ତ ଉପକରଣ ଏହି ଷ୍ଟୋରରେ ଗ୍ରାହକ ପାଇପାରିବେ ବୋଲି “ମମ ଓ ବେବି କେୟାର” ର ମୁଖ୍ୟ ଶ୍ରୀମତୀ ବିଦୁଲତା ଜେନା କହିଛନ୍ତି ।
ଏହି ଉଦ୍ଘାଟନ ଉତ୍ସବ ରେ ସାମିଲ ହୋଇ ମାନ୍ୟବର ସାସଂଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଷ୍ଟୋରଟିକୁ ଫିତାକାଟି ଗ୍ରହକଙ୍କ ଉଦେଶ୍ୟରେ ଲୋକାର୍ପଣ କରିଥିଲେ |

loading...

Leave A Reply

Your email address will not be published.