Breaking

ରାଜଧାନୀରେ ବର୍ଷା ନେଲା ଜୀବନ ! ନାଳରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

0

ଭୁବନେଶ୍ବର:ଆଜି ସଂନ୍ଧ୍ୟା ସମୟରେ ହଠାତ ରାଜଧାନୀ ମୂଷଳ ଧାରରେ ବର୍ଷା ଆରମ୍ଭ ହୋଇ ଯାଇଥିଲା ।ତେବେ ତଳିଆ ଅଂଚଳରେ ପାଣି ଭର୍ତି ହୋଇ ହୋଇ ଯିବାରୁ ଜଣେ ବ୍ୟକ୍ତି ରାସ୍ତାକଡରେ ଥିବା ନାଳରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି ।
ସୂଚନା ଅନୁଯାୟୀ ଗଙ୍ଗନଗର ଅଂଚଳର ହରି ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ବର୍ଷା ସମୟରେ ଏକ ଡ୍ରେନରେ ଭାସି ଯାଇଥିଲେ । ଡ୍ରେନରେ ପାଣି ବୃଦ୍ଧି ପାଇବାରୁ ସେ ଆଉ ବାହାରି ପାରିନଥିଲେ । ତେବେ ଦମକଳ ବାହିନୀ ଘଟଣାସ୍ଥଳରରେ ପହଁଛି ଗଙ୍ଗନଗର ଗଙ୍ଗୁଆ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ।

loading...

Leave A Reply

Your email address will not be published.