Breaking

ରାଜଧାନୀରେ ଚାଞ୍ଚଲ୍ୟ ! ଯୁବକଙ୍କୁ ନିର୍ମମ ହତ୍ୟା

0

ଭୁବନେଶ୍ୱର:ନୂଆପଲ୍ଲୀ ଥାନା ଅନ୍ତଗତ ଆଇଆରସି ଭିଲେଜ୍‌ ହାଇସ୍କୁଲ ଖେଳପଡ଼ିଆରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି।ରକ୍ତ ଜୁଡୁବୁଡୁ ଅବସ୍ଥାରେ କମିଶନରେଟ ପୁଲିସ୍‌ ଆଜି ମୃତଦେହକୁ ଉଦ୍ଧାର କରିଛି। ମୃତ ଯୁବକଙ୍କ ବୟସ ପ୍ରାୟ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ପାରିମ୍ଭିକ ତଦନ୍ତରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଯୁବକଙ୍କର କୌଣସି ପରିଚୟ ମିଳି ନ ଥିବା ବେଳେ ଉକ୍ତ ଯୁବକଙ୍କ ନିକଟରୁ ଟଙ୍କା ଓ ମୋବାଇଲ୍‌ ଜବତ ହୋଇଛି।ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You May Like Here:

            ⇓

loading...

Leave A Reply

Your email address will not be published.