Breaking

୨୨ କୋଟିର ସହାୟତା ଦେଲା ମହାନଦୀ କୋଲ୍ ଫିଲ୍ଡସ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ମହାନଦୀ କୋଲ ଫିଲ୍ଡସ୍ ନିଜର ସାମାଜିକ କର୍ତ୍ତବ୍ୟ ପରିପ୍ରେକ୍ଷୀରେ କୋଭିଡ୍ ୧୯ ପାଇଁ ସମ୍ କୋଭିଦ୍ ହସ୍ପିଟାଲ୍ କୁ ୨୨ କୋଟି ଟଙ୍କା ପ୍ରଦାନ କରିଛି। କେବଳ ମାସ୍କ ଏବଂ ସାନିଟାଇଜର ବାବଦକୁ ପାଖାପାଖି ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ବୋଲି ଆର.ଟି.ଆଇ ରିପୋର୍ଟ ରେ ଉଲ୍ଳେଖ ରହିଛି।
ଠିକ୍ ସେହିପରି ଚାରୋଟି କିସ୍ତିରେ ସମ୍ କୋଭିଡ୍ ହସ୍ପିଟାଲ୍ କୁ ଡାକ୍ତରଖାନା କାର୍ଯ୍ୟକାରୀ ନିମନ୍ତେ ବ୍ୟୟ କରାଯାଇଥିବା ଅର୍ଥରାଶି କୁ ଏହି ରିପୋର୍ଟ ରେ ଦର୍ଶା ଯାଇଛି।

loading...

Leave A Reply

Your email address will not be published.