Breaking

କଣ ସତରେ କିୟାରା ଏବଂ ସଦ୍ଧାର୍ଥ କରୁଛନ୍ତି ଡ଼େଟ୍ ?

0

ମୁମ୍ବାଇ : ପ୍ରାୟ ସବୁବେଳେ ବିଟାଉନରେ ଅଭିନେତ୍ରୀ ଏବଂ ଅଭିନେତାଙ୍କ ନେଇ ବିଭିନ୍ନ ପ୍ରକାରର ଖବର। ଏବେ କିୟାରା ଆଡଭାଣିଙ୍କୁ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଡେଟ୍ କରୁଥିବା ଖବର ଆସିଛି। ଯାହାକୁ ନେଇ ଏବେ ବିଟାଉନରେ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ପାର୍ଟି ଫଙ୍କସନ୍ରେ ଏହି ଯୋଡିକୁ ଏକାଠି ଦେଖିବାକୁ ମିଳିଛି । ଏପରିକି କିୟାରାଙ୍କ ବାର୍ଥ ଡେ ପାର୍ଟିରେ ମଧ୍ୟ ସିଦ୍ଧାର୍ଥଙ୍କୁ ସ୍ପଟ୍ କରାଯାଇଥିଲା । ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦି ଇୟରର ସୁଟିଂ ସମୟରେ ସିଦ୍ଧାର୍ଥ ଓ ଆଲିୟା ପରସ୍ପରକୁ ଡେଟ୍ କରୁଥିବା ଖବର ଆସିଥିଲା। ପରେ କିଛି କାରଣରୁ ଆଲିୟା ଏବଂ ସିଦ୍ଧାର୍ଥଙ୍କର ବ୍ରେକ୍ଅପ୍ ହୋଇଥିଲା। ଖାଲି ସେତିକି ନୁହଁ ଫିଲ୍ମ ଜେଣ୍ଟଲମ୍ୟାନ୍ ସୁଟିଂ ସମୟରେ ଜ୍ୟାକଲିନଙ୍କ ନାଁ ସିଦ୍ଧାର୍ଥଙ୍କ ସହ ଯୋଡାଯାଇଥିଲା । କିନ୍ତୁ ଏବେ କିୟାରାଙ୍କୁ ସିଡ୍ ଡେଟ୍ କରୁଥିବା ବିଟାଉନରେ ଚର୍ଚ୍ଚା ଜୋର ଧରିଛି ।

loading...

Leave A Reply

Your email address will not be published.