Breaking

ଡିସ୍‌ଚାର୍ଜ ହେବେନି ଜଗା ! କାଳିଅା ଜଗା ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି, କାଳିଅା ଠିକ୍ ହୋଇନି

0

ଭୁବନେଶ୍ୱର : ଏବେ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେନି ଜଗା, କାଳିଅା। ଅାଜି ଦିଲ୍ଲୀରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ୫ ଜଣିଅା ବିଶେଷଜ୍ଞଙ୍କ ଟିମ୍ ଜଗା, କାଳିଅାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

ଜଗା ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି, କାଳିଅା ଏବେ ବି ଠିକ୍ ହୋଇନି। କାଳିଅା ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏମ୍‌ସରେ ରହିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଉଭୟଙ୍କୁ ଏମ୍‌ସରେ ରଖିବାକୁ ଅନୁରୋଧ କରିଛୁ ବୋଲି ସେ ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.