Breaking

କ୍ରିକେଟକୁ ଇର୍ଫାନଙ୍କ ଅଲବିଦା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କ୍ରିକେଟରୁ ବିଦାୟ ନେଲେ ଇର୍ଫାନ୍। ସବୁ ଫର୍ମାଟ୍ ରୁ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ବିଦାୟ ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୩ରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଆଡିଲେଡ ଓଭାଲଠାରେ ସେ ନିଜର ପ୍ରଥମ ମ୍ୟାଚ ଖେଳି ଭାରତ ପକ୍ଷରୁ ବୋଲିଂ ଓପନ କରିଥିଲେ । ଭାରତ ପକ୍ଷରୁ ୨୯ଟି ଟେଷ୍ଟ, ୧୨୦ଟି ଏକଦିବସୀୟ ଓ ୨୪ଟି ଟି-୨୦ ଖେଳି ଟେଷ୍ଟରେ ସେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ବୋଲିଂ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନକରି ଟେଷ୍ଟରେ ୧୦୦ଟି ଓ ଏକଦିବସୀୟରେ ୧୭୩ଟି ଓ୍ଵିକେଟ ନେଇଛନ୍ତି ଫ୍ୟାନ ମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛନ୍ତି।

loading...

Leave A Reply

Your email address will not be published.