Breaking

ବଢୁଛି ତାତି

ତିବ୍ର ହେଉଛି ପରିସ୍ଥିତି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆମେରିକା ଦ୍ବାରା ଇରାନର କମାଣ୍ଡର କାସିମ ସୁଲେମାନିର ମୃତ୍ୟୁ ପରେ ପରିସ୍ଥିତି ବିଗିଡିବାରେ ଲାଗିଛି। ଜବାବରେ ବାଗଦାଦର ଆମେରିକା ଦୂତାବାସ ଉପରେ ଇରାନ୍ କରିଛି ରକେଟ ମାଡ । ଚେତାବନୀ ଦେଇଛନ୍ତ ଆମେରିକାର ମୁଖ୍ୟ ଟ୍ରମ୍ପ୍। ୟୁରୋପୀୟ ସଂଘର ବୈଦେଶିକ ନୀତି ପ୍ରମୁଖ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଅପିଲ କରିଛନ୍ତି । ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ବ୍ରସେଲଶରେ ସାକ୍ଷାତ କରିବା ପରେ ଏ ନେଇ ୟରୋପୀୟ ସଂଘର ବୈଦେଶିକ ନୀତି ପ୍ରମୁଖ ଟ୍ୱିଟ କରି ଦୁଇଦେଶ ମଧ୍ୟରେ ଶାନ୍ତି ପାଇଁ ପ୍ରଚେଷ୍ଠା ଚାଲିଛି।ଇରାକରେ ଥିବା ଆମେରିକାର ଦୁତାବାସ ଉପରେ ଇରାନ ରକେଟ ମାଡ କରିବା ପରେ ଯଦି ଇରାନ ଆମେରିକାର କୌଣସି ସମ୍ପତି ବା ନାଗରିକ ଉପରେ ଆକ୍ରମଣ କରେ ତେବେ ଏହି ସବୁ ଠିକଣା ଉପରେ ଜୋରଦାର ଓ ବିଧ୍ୱଂସକ ଆକ୍ରମଣ କରିବ ଆମେରିକା ବୋଲି ନିଜ ଟ୍ବିଟର ପେଜରେ କଡା ଭାଷାରେ ଲେଖିଛନ୍ତି ଆମେରିକା ମୁଖ୍ୟ।

loading...

Leave A Reply

Your email address will not be published.