Breaking

ଫୋସିଲ୍‌ ଏହାର ନୂତନ ତମ ସେଲିବ୍ରିଟି ଆମ୍ବାସଡରଙ୍କୁ ସଦସ୍ୟ ଭାବେ ସ୍ୱାଗତ କରିଛି

ନୂତନ ଫୋସିଲ୍ ଇଣ୍ଡିଆ ଇନଷ୍ଟାଗ୍ରାମ ପୃଷ୍ଠାରେଏହାର ସେଲିବ୍ରିଟି ଆମ୍ବାସଡରଙ୍କୁ ବ୍ରାଣ୍ଡ ଲଂଚ କରିଛନ୍ତି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭାରତ ନିଜର ସବୁଠୁ ଅଧିକ ନୂତନ ସେଲିବ୍ରିଟି ବ୍ରାଣ୍ଡ ଆମ୍ବାସଡର ଭାବେ ଦିଶା ପଟାନୀ ଙ୍କୁ ଯୋଗ କରିଥିବା ଘୋଷଣାକରି ଆଜି ଫୋସିଲ୍ ରୋମାଂଚିତ ହୋଇଛି । ନିଜର ସତ୍ୟତା ଏବଂ ରଚନାତ୍ମକ, ତାଜା ଓ ଆଧୁନିକ ଫେସନର ଧାରଣା ଦ୍ୱାରା ଏହି ଯୁବ ଷ୍ଟାଇଲ ଆଇକନ ସଫଳତାର ସହ ନିଜର ବିରାଟ ପ୍ରଶଂସକ ଆଧାରକୁ ଚାଳିତ କରିଥାନ୍ତି ।

ଫୋସିଲ୍ ଗୃପ, ଇଣ୍ଡିଆ ମ୍ୟାନେଜିଙ୍ଗ ନିର୍ଦ୍ଦେଶକ ଜନସନ ବର୍ଗିଜ କହନ୍ତି, “ଭାରତରେ ୱାଚ ଶ୍ରେଣୀରେ ଫୋସିଲ୍ ଅନ୍ୟତମ ଶୀର୍ଷ ଫେସନ ବ୍ରାଣ୍ଡ ହୋଇପାରିଥିବାର ଏବଂ ଯୁବ ସୁଲଭ ଭାରତର ଆକାଂକ୍ଷା ପ୍ରତିଫଳନ କରୁଥିବାଯୋଗୁଁ ଆମେ ବହୁତ ଗର୍ବିତ ଅଟୁ । ଆମର ସର୍ବୋତମ ଅତୀତର ଆଧୁନିକ ପ୍ରତିନିଧିତ୍ୱକୁ ସଂରକ୍ଷଣ କରିବାବେଳେ ଆମେ ନିରନ୍ତର ଆମର ଡିଜାଇନକୁ ଅଭିନବ କରୁଛୁ ।” ସେ ଆହୁରି କହିଥିଲେ, “ସହସ୍ରାଦ୍ଦୀ ଭାରତକୁ ବାସ୍ତବରେ ପ୍ରତିନିଧିତ୍ୱ କରୁଥିବା ଦିଶା ପଟାନୀ ଙ୍କ ସହିତ ଭାଗୀଦାର କରି ଫୋସିଲ୍ ଖୁସି ହୋଇଛି । ସେ ଦାୟିତ୍ୱ ନେଉଥିବା ସବୁକିଛି ପାଇଁ ତାଙ୍କର ଆତ୍ମବିଶ୍ୱାସ ଏବଂ ଭାବାବେଗ ଉଲ୍ଲେଖନୀୟ ଅଟେ, ତାଙ୍କର ଷ୍ଟାଇଲର ଧାରଣା ଗତି ଶୀଳ ଅଟେ, ଏବଂ ସେ ଫୋସିଲ୍ ର ଅନ୍ତସ୍ଥ ଆଶାବାଦ ଓ ପ୍ରାମାଣିକ ତାର ପ୍ରକାଶ ଅଟନ୍ତି ।”

ଏହି ସଂଯୋଗ ଉପରେ ଟିପ୍ପଣୀ କରିବାକୁ ଯାଇ ଦିଶା ପଟାନୀ କହିଲେ, “ସୁନ୍ଦର ଭାବେ ୱାଚ ଗଢା ଯିବା ପାଇଁ ସର୍ବୋତମ ଡିଜାଇନ ଓ ଅଭିନବତା କୁ ଏକାଠି କରିଥିବା ଏକ ବ୍ରାଣ୍ଡ ସହିତ ଯୋଡିହୋଇ ମୁଁ ରୋମାଂଚିିିତ ହୋଇଛି । ପ୍ରୟାସ ହୀନ ଷ୍ଟାଇଲର ଓକିଲାତି କରିବା ବେଳେ ବ୍ୟକ୍ତିତ୍ୱ ଏବଂ ଅଦ୍ୱିତୀୟତାର ଉତ୍ସବ ପାଳନ କରିବା ହିଁ ଫୋସିଲ୍ ର ଷ୍ଟାଇଲ ସହିତ ମୋର ମଧ୍ୟ ଷ୍ଟାଇଲ କୁ ପରି ଭାଷିତ କରୁଥିବା ସବୁକିଛି ଅଟେ ।”

୧୦ ଜୁଲାଇରେ ଫୋସିଲ୍ ର ନୂତନ ଭାବେ ଲଂଚ ହୋଇଥିବା ଇଣ୍ଡିଆ ଇନଷ୍ଟାଗ୍ରାମ ପୃଷ୍ଟାରେ ଫୋସିଲ୍ ପରିବାର କୁ ଦିଶା ପଟାନୀ ଙ୍କୁ ବ୍ରାଣ୍ଡ ସ୍ୱାଗତ କରିଥିଲେ ।

ତାଙ୍କର ପ୍ରାମାଣିକ ଷ୍ଟାଇଲ ସହିତ ସମତୂଲ୍ୟ ପ୍ରେରଣୀତ ହୋଇଥିବା ତାଙ୍କ ପ୍ରଶଂସକ ଆଧାର ପାଖରେ ପହଂଚିବା ହେଉଛି ଦିଶାଙ୍କର ବ୍ରାଣ୍ଡ ସହିତ ସହଯୋଗର ଉଦ୍ଦେଶ୍ୟ । ମଲଙ୍ଗ ଏବଂ ବାଘି ୨ର ଷ୍ଟାର ୨୦୧୮ ରୁ ଫୋସିଲ୍ ର ବ୍ରାଣ୍ଡ ଆମ୍ବାସଡର ଥିବା ବରୁଣ ଧୱନଙ୍କ ସହିତ ଏକ ଆଗାମୀ ବ୍ରାଣ୍ଡ ଅଭିଯାନରେ ଦେଖା ଯିବେ ।

ପାରମ୍ପାରିକ ଓ ସ୍ୱଚାଳିତ ୱାଚ, ହାଇବ୍ରୀଡ ଏଚ୍‌ଆର ସ୍ମାର୍ଟ ୱାଚ ଏବଂ ଜେନ-୫ ସ୍ମାର୍ଟ ୱାଚ ପାଇଁ ନୂତନ ପ୍ଲାଟଫାର୍ମ ଆଦି ଏହି ବର୍ଷର ବସନ୍ତ-ଗ୍ରୀଷ୍ମ ସଂଗ୍ରହର ବହୁ ପ୍ରତିକ୍ଷିତ ୱାଚ ଏହି ଅଭିଯାନର ବୈଶିଷ୍ଟ୍ୟ ହେବ ।

loading...

Leave A Reply

Your email address will not be published.