Breaking

ଅଭୟଙ୍କ ଅଭୟବାଣୀ

ଦାୟିତ୍ୱ ଗ୍ରହଣ କଲେ ଅଭୟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଇପିସ୍ ଅଭୟ ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱଗ୍ରହଣ ପରେ ଓଡିଶା ପୋଲିସର ରୋଡମ୍ୟାପ୍ କଣ ରହିବ ସେନେଇ ଏକ ବିବରଣୀ ଦେଇଛନ୍ତି ।ମୋ ସରକାର କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯିବା ସହ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ କିଭଳି ଭଲ ବ୍ୟବହାର କରାଯିବ ସେ ନେଇ ଗୁରୁତ୍ୱ ଦିଆଯିବ ବୋଲି ଅଭୟବାଣୀ ଶୁଣାଇଛନ୍ତି। ପୋଲିସର କିଭଳି ଲୋକପ୍ରିୟତା ବଢିବ ସେ ନେଇ ଚେଷ୍ଟା କରାଯିବ ବୋଲି କହିଛନ୍ତି ଅଭୟ।

loading...

Leave A Reply

Your email address will not be published.