Breaking

ଖସୁଛି ପାରଦ ବଢୁଛି ଶୀତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରଭାବ।ରାଜ୍ୟରେ ୧୦ ଡିଗ୍ରୀ ତଳେ ୩ ସହର, ୯.୪ ଡିଗ୍ରୀ ସହ ସୋନପୁର ଆଜି ବି ରାଜ୍ୟର ସବୁଠୁ ଶୀତଳ ସହର,ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିଅସ ତଳେ ରହିଛି।ଏହା ସହ ଦାରିଙ୍ଗବାଡ଼ିରେ ୯.୫, ଫୁଲବାଣୀରେ ୧୦, ଅନୁଗୁଳରେ ୧୧ ଡିଗ୍ରୀ, କୋରାପୁଟ ୧୧.୨, ଭବାନୀପାଟଣା ୧୧.୪, ଝାରସୁଗୁଡ଼ା ୧୩.୪ ଡିଗ୍ରୀ, ତାଳଚେର ୧୩.୫, ବଲାଙ୍ଗିର ୧୪, କେନ୍ଦୁଝର ୧୪.୪, ମାଲକାନଗିରି ୧୪.୫ ଡିଗ୍ରୀ, କଟକରେ ୧୬ ଓ ଭୁବନେଶ୍ବରରେ ତାପମାତ୍ରା ୧୬.୩ ଡିଗ୍ରୀ ସେଲ୍‌ସିଅସ ରହିଛି।ଆଗାମି ଦିନରେ ପାରଦ କମିବା ସହ ଶୀତ ବଢିବା ନେଇ ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି।

loading...

Leave A Reply

Your email address will not be published.