Breaking

ଆଜି ପବିତ୍ର ବଡଦିନ

ଧରାବତରଣ କଲେ ଯୀଶୁ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଧରାବତରଣ ପ୍ରଭୁ ଯୀଶୁ । ଯୀଶୁଙ୍କ ପାଦ ଚୁମ୍ବନ କରି ଆଶିର୍ବାଦ କାମନା କଲେ ବିଶ୍ବବାସୀ। । ଝଲସୁଛି ବିଭିନ୍ନ ଉପହାର ଖ୍ରୀଷ୍ଟମାସ ବୃକ୍ଷ । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ଯୀଶୁ ।ଯୀଶୁଙ୍କ ଧରାବତରଣ ଆଣିଦେଇଛି ଅପାର ଖୁସି ଓ ଆନନ୍ଦ।ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ସଜେଇ ହେଇଛି ବିଭିନ୍ନ ଚର୍ଚ । ଯୀଶୁଙ୍କ ସ୍ବାଗତରେ ସୁନ୍ଦର ଆଲୋକମାଳା ସହ ଝଲସୁଛି ଚର୍ଚ । ମଧ୍ୟରାତ୍ରରୁ ପ୍ରଭୁ ଯୀଶୁ ଜନ୍ମ ନେବା ଅବସରରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବହୁ ଧୂମଧାମରେ ପାଳନ କରାହେଉଛି କ୍ରିସମାସ ।

loading...

Leave A Reply

Your email address will not be published.