Breaking
Browsing Category

ମନୋରଞ୍ଜନ

ଅବିକା କ୍ୟାଲେଣ୍ଡର୍‍ ଗ୍ରାଣ୍ଡଫିନାଲେ: ପ୍ରଗତି ପ୍ରିୟଦର୍ଶିନୀ ଫେସ୍‍ ଅଫ୍‍ ଦ ଇୟର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍‍ ପ୍ରତିଯୋଗିତାରେ ‘ଫେସ୍‍ ଅଫ୍‍ ଦ ଇୟର ୨୦୨୧’ ଭାବେ ମନୋନୀତ ହୋଇଛନ୍ତି ପ୍ରଗତି ପ୍ରିୟଦର୍ଶିନୀ । ସ୍ଥାନୀୟ ୱିସଡମ୍‍-ଟ୍ରି…
Read More...

କନ୍ୟା ସନ୍ତାନର ପିତା ହେଲେ ବିରାଟ 

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କର କନ୍ୟା ସନ୍ତାନ ହୋଇଥିବା ନେଇ ବିରାଟ ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ହିନ୍ଦୀ ଏବଂ ଇଂରାଜୀ ର ଏହି ପୋଷ୍ଟ ରେ ବିରାଟ ନିଜର ଏବଂ ପ୍ରଶଂସକ ମାନଙ୍କୁ ଏହି ଖୁସି ଖବର…
Read More...

ରାଜ୍ୟପାଳଙ୍କ ‘ଅସୁସ୍ଥ ପୃଥିବୀର ପ୍ରାର୍ଥନା ଓ ଅନ୍ୟାନ୍ୟ ରଚନା’ ଲୋକାର୍ପିତ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁସ୍ତକ ‘ଅସୁସ୍ଥ ପୃଥିବୀର ପ୍ରାର୍ଥନା ଓ ଅନ୍ୟାନ୍ୟ ରଚନା’ ଆଜି ଲୋକାର୍ପିତ ହୋଇଯାଇଛି । ରାଜଭବନରେ ବିଖ୍ୟାତ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ପୁସ୍ତକର ଲୋକାର୍ପଣ କରିଥିଲେ । ଏଥିରେ ରାଜ୍ୟପାଳ, ରାଜ୍ୟପାଳଙ୍କ…
Read More...

କ୍ରିତି ସାନନ୍ କରୋନା ପଜିଟିଭ୍

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ବଲିଉଡ୍ ଚଳଚ୍ଚିତ୍ର ତାରକା କ୍ରିତି ସାନନ୍ କରୋନା ପଜିଟିଭ ବୋଲି ଜଣା ପଡ଼ିଛି। ଫିଲ୍ମ ଫେୟାର ମାଗାଜିନ୍ ର ରିପୋର୍ଟ ଅନୁଯାୟୀ କ୍ରିତି ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ବୋଲି ସୂଚନା ଦିଆଯାଇଛି। ତେବେ ଏ ନେଇ ସେ କୌଣସି ପ୍ରକାର ସ୍ପଷ୍ଟୀକରଣ ଦେଇନାହାନ୍ତି।…
Read More...

ଆଜିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ ସହିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଭୁବନେଶ୍ୱର:କୋଣାର୍କର ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି । ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋତ୍କୃଷ୍ଟ ଅନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ ହେବ । ଏହା ଦର୍ଶକମାନଙ୍କ ନିମନ୍ତେ ସଂପୂର୍ଣ୍ଣ ଦେୟମୁକ୍ତ ରହିବ । ଡିସେମ୍ବର ୧…
Read More...

ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ | ତାହା ପୁଣି ରାପ | ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି | ନିଜର ବେଫିକର ଅନ୍ଦାଜ଼, ବିତର୍କିତ…
Read More...

ଓଡିଆ ସାହିତ୍ୟ ପୋଡ଼କାଷ୍ଟ୍ “କଥା ଓ କବିତା” ଉନ୍ମୋଚିତ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଶୁଭଦୃଷ୍ଟି ଇ ପତ୍ରିକା ଦ୍ଵାରା କାହାଣୀ ଏବଂ କବିତା ସଂକଳନକୁ ନେଇ ଆରମ୍ଭ କରାଯାଇଛି ପୋଡ଼କାଷ୍ଟ୍ "କଥା ଓ କବିତା"। ଏହି ପୋଡ଼କାଷ୍ଟ୍ ଟି ଓଡ଼ିଶା ତଥା ବିଶ୍ୱରେ ରହୁଥିବା ସମସ୍ତ ଓଡିଆ ସାହିତ୍ୟ ପ୍ରେମୀ ମାନଙ୍କ ପାଇଁ ଏକ ନୂତନ ପ୍ରୟାସ । ଶୁଭଦୃଷ୍ଟି ର…
Read More...

ଅଭିନେତା ଆସିଫ ବାସ୍ରାଙ୍କ ମୃତ୍ୟୁ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଲୋକପ୍ରିୟ ଫିଲ୍ମ ଅଭିନେତା ଆସିଫ ବାସ୍ରା ଙ୍କ ୫୩ ବର୍ଷ ବୟସ ରେ ମୃତ୍ୟୁ ଘଟିଛି। ଧର୍ମଶାଳା ସ୍ଥିତ ଏକ ପ୍ରାଇଭେଟ୍ କମ୍ପ୍ଲେକ୍ସ ରୁ ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ମୃତ୍ୟୁ ର କାରଣ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଫରେନ୍ସିକ ଦଳ…
Read More...

୫୫ ବର୍ଷରେ ପଦାର୍ପଣ କଲେ କିଙ୍ଗ ଖାନ୍

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ବଲିଉଡ୍ ର କିଙ୍ଗ ଖାନ୍ ତଥା ଶା ହ ରୁଖ୍ ଖାନ୍ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ଏଥିନେଇ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ୫୫ ବର୍ଷୀୟ ଏହି ତାରକା ଭାରତୀୟ ଟେଲିଭିଜନରୁ ନିଜ ଯାତ୍ରା ଆରମ୍ଭ କରି ଆଜି ବିଶ୍ଵରେ ନିଜର…
Read More...