Breaking

ଜଳୁଛି ଦିଲ୍ଲୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦିଲ୍ଲୀ ରେ ନିଆଁ ,ଜନଜୀବନ ଅସ୍ତବ୍ୟସ୍ତ। ନାଗରିକତା ଆଇନକୁ ନେଇ ଆସାମରେ ପ୍ରତିବାଦ ଥମି ନଥିବା ବେଳେ ଆଜି ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଉତ୍ତର-ପୂର୍ବ ରାଜ୍ୟ, ଆସାମ ଓ ପଶ୍ଚିମବଙ୍ଗରେ ପ୍ରତିବାଦର ନିଆଁ ବ୍ୟାପି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି ।ତେବେ ଆଜି ଦକ୍ଷିଣ ଦିଲ୍ଲୀରେ ୩ଟି ବସ୍କୁ ଜାଳି ଦେଇଛନ୍ତି ଉତ୍ୟକ୍ତ ଆନ୍ଦୋଳନକାରୀ । ବିଲକୁ ବିରୋଧ କରି ବସରେ ନିଆଁ ଲଗାଇବା ପରେ ରାସ୍ତା ଉପରେ ଜଳୁଛି ବସ । ଦିଲ୍ଲୀରେ ଆନ୍ଦୋଳନକାରୀଙ୍କୁ ଶାନ୍ତିରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆନ୍ଦୋଳନ ଓ ଗଣ୍ଡଗୋଳ ଉପରେ କଂଗ୍ରେସ ନିଆରେ ଘିଅ ଢାଳୁଛି ବୋଲି ମୋଦି କହିଛନ୍ତି।

loading...

Leave A Reply

Your email address will not be published.