Breaking

ସୁଧୁରୁଛି ବିଜୟଙ୍କ ସ୍ବାସ୍ଥ୍ୟବସ୍ତା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ତାରେ ଉନ୍ନତି ହେଉଛି। ତେବେ ବିଜୟ ଅସୁସ୍ଥ ହେବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ମଧ୍ୟ ସେ ଆଇସିୟୁରେ ଅଛନ୍ତି । ବର୍ତମାନ ନିଶ୍ୱାସ ପ୍ରଶ୍ୱାସରେ ସାମାନ୍ୟ ସମସ୍ୟା ରହିଥିବା ସୂଚନା ମିଳିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ତାରେ ଉନ୍ନତି ପାଈ ସାରା ଓଡିଶା ପ୍ରାର୍ଥନା କରୁଛି।

loading...

Leave A Reply

Your email address will not be published.