Breaking
Yearly Archives

2018

ଆଜି ମଧ୍ୟ ରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

ଭୁବନେଶ୍ୱର: ଆସନ୍ତାକାଲି ବଡ଼ ଦିନ। ଆଜି ମଧ୍ୟ ରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଏଥିପାଇଁ ଚର୍ଚ୍ଚ ଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ସବୁଠି ବ୍ୟାପକ ପ୍ରସ୍ତୁତି ହୋଇଛି। ଚର୍ଚ୍ଚ ଗୁଡ଼ିକରେ ସାମୁହିକ ପ୍ରାର୍ଥନା ପାଇଁ ମଧ୍ୟ ଆୟୋଜନ…
Read More...

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

ଭୁବନେଶ୍ବର : ଓଡିଶାର ବିକାଶ ଓ ପ୍ରଗତି ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । ଏହାର ନିଦର୍ଶନ ସ୍ୱରୂପ ଆଜି ରାଜ୍ୟରେ ୧୪,୫୨୩ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଆଧାରଶିଳା ରଖାଯିବା ସହ ଆଉ କେତେକ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ଉଚ୍ଚଶିକ୍ଷା,…
Read More...

ରାଜ୍ୟ ସରକାରଙ୍କୁ ମୋଦିଙ୍କ ପ୍ରଶ୍ନ: ଭ୍ରଷ୍ଟାଚାର ଦାନବଙ୍କୁ ଦାନାପାଣି ଦେଉଛି କିଏ ?

ଭୁବନେଶ୍ୱର: ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ଦଳିୟ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ପରୋକ୍ଷ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିିଜ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଦେଶର ଅନ୍ୟ ରାଜ୍ୟଗୁଡ଼ିକ…
Read More...

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚି ସେଠାରୁ ସିଧାସଳଖ IIT ଭୁବନେଶ୍ୱର କ୍ୟାମ୍ପସ୍‌କୁ ଯିବେ।ଦିନିକିଆ ଓଡ଼ିଶା ଗସ୍ତ ଏବଂ ତିନି ଘଣ୍ଟାର ରହଣି ସମୟରେ ବେଳେ ମୋଦୀ ୧୪ ହଜାର ୫୨୩ କୋଟି ଟଙ୍କା…
Read More...

କନ୍ୟା ଅନମୋଲ ହେ’ ପକ୍ଷରୁ ରାଜ୍ୟର ୪ ଜଣ ବିଶିଷ୍ଟ ମହିଳାଙ୍କୁ ସମାଜ ପ୍ରତି ସେମାନଙ୍କ ଅତୁଳନୀୟ ଅବଦାନ ନିମନ୍ତେ…

ଭୁବନେଶ୍ୱର :ଶିଶୁକନ୍ୟାଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେଉଥିବା ସାମାଜିକ ଅନୁଷ୍ଠାନ, ‘କନ୍ୟା ଅନମୋଲ ହେ’ ପକ୍ଷରୁ ରାଜ୍ୟର ଶ୍ରେଷ୍ଠ ମହିଳାମାନଙ୍କୁ ସେମାନଙ୍କର ପ୍ରେରଣାଦାୟୀ କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯାଇଛି । ଓଡ଼ିଶାର ଏହି ଯୁଗାନ୍ତକାରୀ ମହିଳାମାନଙ୍କର ଜୀବନୀ, କାର୍ଯ୍ୟଶୈଳୀ…
Read More...

ଭୁବନେଶ୍ୱର ପହଂଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶଖର ରାଓ (କେସିଆର) ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଂଚିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆର ସପରିବାର ସହିତ ଭୁବନେଶ୍ୱର ଆସିଛନ୍ତି।ସଂଧ୍ୟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ…
Read More...

ଆସନ୍ତାକାଲି ଓଡିଶା ଆସୁଛନ୍ତି ମୋଦି : ଦାୟିତ୍ୱରେ ରହିବେ ୪୫ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍‌ର ଶୁଭ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ସ୍ଥାନୀୟ ଗୋଶାଳା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି।…
Read More...

ବିନା ନାମ ଫଳକରେ ଚାଲିଛି ଅବକାରୀ ବିଭାଗ

ରାୟଗଡା(ପ୍ରୟାସ କୁମାର ପୃଷ୍ଟି) :ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ଅସ୍ଥାୟୀ ଅବକାରୀ ବିଭାଗ ଅଫିସରେ ଦୀଘ ୫ରୁ୬ ବର୍ଷ ହେଲା ଲାଗିପାରୁ ନାହିଁ ନାମ ଫଳକ । ବିଭିନ୍ନ ପ୍ରତିଷ୍ଠାନ ସରକାରୀ ଓ ବେସରକାରୀ କାଯ୍ୟାଳୟରେ ନାମ ଫଳକ ଲେଖିବାକୁ ସରକାର ନିର୍ଦେଶ ନାମ ଜାରି କରିଥିଲେ । ଅବକାରୀ ବିଭାଗ…
Read More...