Monthly Archives

August 2018

ଉଲ୍ଲେଖନୀୟ ସେବା ପାଇଁ ୧୩ ଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୭୨ତମ ସ୍ୱାଧୀନତା ଦିବସ ଅବସରରେ ୧୩ ଜଣ ଦକ୍ଷ ପୋଲିସ ଅଧିକାରୀଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି ।ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସାହାସିକତା ପାଇଁ ଓଡ଼ିଶା ପୁଲିସ୍‍ର…
Read More...

୧୯୪୭ରେ ଦେଶ ପାଳୁଥିଲା ସ୍ୱାଧୀନତା ଉତ୍ସବ, ମାତ୍ର ଗାନ୍ଧିଜୀ ଥିଲେ ଦୁଃଖୀ, କରିଥିଲେ ଉପବାସ

ନୂଆଦିଲ୍ଲୀ: ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଦିଲ୍ଲୀରୁ ପଲ୍ଲୀ ପର୍ୟ୍ୟନ୍ତ ସବୁଠି ତ୍ରିରଙ୍ଗା ଉଡୁଛି । ଅହିଂସାର ପୂଜାରୀ ମହାତ୍ମା ଗାନ୍ଧି ସ୍ୱାଧୀନତାର ଲଢ଼େଇ ଲଢ଼ି ଦେଶକୁ ସ୍ୱାଧୀନ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ୱାଧୀନ ହେବାର ବିଧିବଦ୍ଧ ଭାବେ…
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲ୍ପଡେସ୍କ ଏବଂ ଲାଗୋ…
Read More...

ରାଜ୍ୟ ପାଳୁଛି ୭୨ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର:ଭୁବନେଶ୍ୱର ଗାନ୍ଧିମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୨ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର…
Read More...

ଆଜି ୭୨ତମ ସ୍ୱାଧୀନତା ଦିବସ ! ରାଜ୍ୟବାସୀଙ୍କୁ ସମ୍ୱୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ୭୨ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚଳଚଞ୍ଚଳ। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୫ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ବିବାଦୀୟ ପରିସ୍ଥିତିରେ ସମ୍ମୁଖୀନ ହେବେ

ମେଷ: ଉଚ୍ଚ ମହଲରେ ପରିଚିତ ହେବେ। ପରୋପକାରୀ ହୋଇପାରନ୍ତି। କର୍ମରେ ଅଗ୍ରଗତି ଘଟିବ। ପ୍ରିୟଭାଷୀ, ଧନ ଓ ଯାନବାହନଯୁକ୍ତ, ସୁବର୍ଣ୍ଣ ସଂପଦଯୁକ୍ତ, ଅନୁଚରଯୁକ୍ତ ଓ ବଳବାନ ହୋଇପାରନ୍ତି। ବୃଷ: ଅତୀତ ସମସ୍ୟାରେ ବିମୁଖ ହୋଇପାରନ୍ତି। ଧନକ୍ଷୟ ହେବାର ସୂଚନା ମିଳୁଛି। କେବଳ ଯୁଗ୍ମ ବ୍ୟବସାୟରେ…
Read More...

ମାତ୍ର ଅଧ ଘଣ୍ଟା ସଙ୍ଗୀତ ଶୁଣନ୍ତୁ,ଦୂରେଇ ଯିବ ଏହି ରୋଗ

ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ହାଇପରଟେନସନ୍‌ ବା ଉଚ୍ଚ ରକ୍ତଚାପର ଶିକାର ହେଉଥିବାର ଶୁଣିବାକୁ ମିଳୁଛି। ଏଭଳି ରୋଗର ଆଶଙ୍କା ଥାଇ ମଧ୍ୟ ଅଧିକାଂଶ ଲୋକ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆଣୁନାହାନ୍ତି।କିନ୍ତୁ ଆପଣ କ’ଣ ଜାଣନ୍ତି ଯେ,ଏହାର ଏକ ସହଜ ଉପାୟ ଅଛି।…
Read More...

ସ୍ପଷ୍ଟ ଦିବାଲୋକରେ ଗ୍ରିଲ ତାଡ଼ି ଲୁଟିନେଲେ ସୁନା ଓ ଟଙ୍କା

ଭୁବନେଶ୍ବର:ଚନ୍ଦ୍ରଶେଖରପୁର ଥାନା ଅଧିନ ବିଡିଏ କଲୋନି କ୍ବାଟର ନମ୍ବର ୮୮ ରୁ ସ୍ପଷ୍ଟ ଦିବାଲୋକରେ ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଦୃର୍ବୃତ୍ତ। ଲୁଟେରା ମାନେ ଗ୍ରିଲ ତାଡି ୨ଲକ୍ଷ ଟଙ୍କାର ସୁନା,କୋଡିଏ ହଜାର ଟଙ୍କା,ଏଟିଏମ୍ କାର୍ଡ ବହୁ ଆସବାବ ପତ୍ର ଚୋରି କରିନେଇଥିବା ସୂଚନା ମିଳିଛି।…
Read More...