Monthly Archives

June 2018

ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା

ଭୁବନେଶ୍ୱର : ଆକାଶରୁ ବର୍ଷୁଛି ନିଆଁ। ଡହ ଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛି ସାରା ରାଜ୍ୟ। ଗତକାଲି ଭଳି ଆଜି ବି ଭୁବନେଶ୍ୱରରେ ରେକର୍ଡ ଛୁଇଁଛି ତାତି। ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଥିଲା। ଅବସ୍ଥା ଏଭଳି ହୋଇଛି ଯେ, ଦିନ ୯ଟା ପରେ…
Read More...

କାଳିଜାଈ ବୋଟ୍ ଟ୍ରାଜେଡି ଘଟଣା : ପରିବହନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଚିଲିକା : କାଳିଜାଈ ବୋଟ୍ ଟ୍ରାଜେଡିକୁ ଦି-ଦିନ ପୂରିନି ମରାଳ ମାଳିନୀ ଚିଲିକାରେ ପୁଣି ଦେଖିବାକୁ ମିଳିଛି ପୂର୍ବର ଚିତ୍ର। କିଛି ବି ବଦଳିଲାନି। କେହି ବି ଶିଖିଲେନି। ନା ପ୍ରଶାସନ ଚେତିଲା, ନା ପର୍ଯ୍ୟଟକ, ନା ଡଙ୍ଗା ଚାଳକ। ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକା ସାତପଡ଼ା ଘାଟରେ ବିନା ଲାଇଫ୍…
Read More...

ଗରିବଙ୍କ ପେଟରେ ଲାତ ମାରୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ୍ର

ଭୁବନେଶ୍ୱର : ‘ଆୟୁଷ୍ମାନ’ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ରାଜ୍ୟ ସରକାର ମନା କଲା ପରେ ତାହାକୁ ନେଇ ରାଜନୀତି ଜୋର୍‌ ଧରିଛି। କେନ୍ଦ୍ର ପଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି,…
Read More...

ଲୋକପ୍ରିୟ ସାଲବେଗ ଭଜନ ‘ଆହେ ନୀଳଶୈଳ…’କୁ ଭିନ୍ନ ଶୈଳୀରେ ଗାଇ ସୋନା ପୁଣି ବିବାଦରେ

ଭୁବନେଶ୍ୱର: ଓଡ଼ିଶାର ଭୁବନେଶ୍ୱରରେ ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ବିବାଦରେ । ସୋନା ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ତଥା ଭକ୍ତ ସାଲବେଗଙ୍କ ରଚିତ ଲୋକପ୍ରିୟ ଜଣାଣ ‘ଆହେ ନୀଳଶୈଳ..’କୁ ଭିନ୍ନ ଢଙ୍ଗରେ ଗାଇବା ସହିତ ଭଜନର କେତେକ ଶବ୍ଦକୁ ଠିକ୍‌ ଭାବେ ଉଚ୍ଚାରଣ…
Read More...

ନୀତି ଆୟୋଗ ନିକଟରେ ସ୍ୱତନ୍ତ୍ର ପାହ୍ୟା ଦାବି କଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗକୁ ଚିଠି ଲେଖି ମୋଦିଙ୍କ ନିକଟରେ ଓଡ଼ିଶାର ବିଭିନ୍ନ ସମସ୍ୟା ନେଇ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି। ସେ ରାଜ୍ୟର…
Read More...

ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଶୁଳ୍କ ହ୍ରାସର ସମ୍ଭାବନା ନାହିଁ: ଜେଟ୍‌ଲିଙ୍କ ପରୋକ୍ଷ ଇଙ୍ଗିତ!

ନୂଆଦିଲ୍ଲୀ: ସୋମବାର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଦେଶର ନାଗରିକଙ୍କୁ ସଚ୍ଚୋଟତାର ସହ କର ଦେବାକୁ ନିବେଦନ କରିଛନ୍ତି। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଦ୍ୱାରା ତୈଳ ବିକ୍ରିରୁ ଆସୁଥିବା ଆୟ ଉପରୁ ରାଜସ୍ୱ ନିର୍ଭରଶୀଳତା ହ୍ରାସ ପାଇବ। ଅନ୍ୟପକ୍ଷରେ ପରୋକ୍ଷ ଭାବେ ପେଟ୍ରୋଲ ଓ…
Read More...

୬ ବର୍ଷ ପରେ ବଲିଉଡ଼୍‌କୁ ଫେରୁଛନ୍ତି ମୁନ୍ନା ଭାଇ

ମୁମ୍ବାଇ:ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଜେଲ ଦଣ୍ଡାଦେଶ ଭୋଗୀ ମୁକୁଳିଥିବା ମୁନ୍ନା ଭାଇ ଓରଫ୍‌ ସଂଜୟ ଦତ୍ତ ପୁଣି ଥରେ ବଲିଉଡ଼୍‌କୁ ଫେରୁଛନ୍ତି । ସେ ଏକ ତେଲୁଗୁ ଫିଲ୍ମର ହିନ୍ଦୀ ସଂସ୍କରଣ (ରିମେକ୍‌)ରେ ନଜର ଆସିବେ । ୨୦୧୦ରେ ଆସିଥିବା ଦେବା କଟ୍ଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ…
Read More...

ପେଟ୍ରୋଲ,ଡିଜେଲ ବଦଳରେ ସିଏନଜି ବ୍ୟବହାର କଲେ ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କ ପରିବାର ଲାଭବାନ ହେବେ- ଧର୍ମେନ୍ଦ୍ର…

ଭୁବନେଶ୍ୱର:ମୋଦୀ ସରକାର କ୍ଷମତାକୁ ଆସିବା ପରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିବର୍ତନ କରିବା ପାଇଁ ଯୋଜନାକୁ କାର୍ୟ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନେଇଛନ୍ତି ଓ ଓଡିଶା ଭଳି ରାଜ୍ୟ ଏହାର ବଡ ଲାଭାର୍ଥୀ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନ ।…
Read More...

ପୁଲିସ ଏନ୍‌କାଉଣ୍ଟରରେ ୪ ଦୁର୍ବୃତ୍ତ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତ୍ରପୁରରେ ଶନିବାର ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଏନ୍‌କାଉଣ୍ଟରରେ ୪ଜଣ ଦୁର୍ବୃତ୍ତଙ୍କ ମୃତ୍ୟୁ ହୋଇଛି। ଏହି ଏନ୍‌କାଉଣ୍ଟରରେ କିଛି ପୁଲିସ ବି ଆହତ ହୋଇଛନ୍ତି। ମୃତ ଦୁର୍ବୃତ୍ତମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧି ରାଜେଶ ଭାରତୀ ବି ସାମିଲ ଅଛି। ଭାରତୀ ସମେତ…
Read More...

ବଢିଲା ସୁନାଦର, ୩୨ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ : କିଛିଦିନର ବ୍ୟବଧାନ ପରେ ପୁଣି ଥରେ ସୁନାଦର ବୃଦ୍ଧି ପାଇ ୩୨ ହଜାର ଉପରକୁ ଉଠିଯାଇଛି । ଆଜି ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୩୨୦୫୦ ଟଙ୍କାରେ ପହଞ୍ଚିଛି । ଗତ ୪ଟି ସେସନ ଧରି ସୁନା ଦର ବୃଦ୍ଧି ଅବ୍ୟାହତ ରହିଛି । ଗତ ଜୁନ ୧ରେ…
Read More...