Breaking News
Yearly Archives

2018

ଭଲ ନିଦ ଚାହୁଁଛନ୍ତି କି ? ଶୋଇବା ପୂର୍ବରୁ ଖାଆନ୍ତୁ ଏହି ୫ଟି ଖାଦ୍ୟ

ଦିନଯାକ ଅନେକ ପରିଶ୍ରମ କରି ରାତିରେ ବିଶ୍ରାମ ନେଇଥାନ୍ତି ଲୋକେ । କେତେକଙ୍କୁ ଭଲ ନିଦ ହେଲା ବେଳେ ଅନେକ ଟିକେ ଶାନ୍ତିରେ ଶୋଇବାକୁ ଅନେକ ଉପାୟ ଆପଣା’ନ୍ତି । ଅନେକ ଔଷଧର ସାହାଯ୍ୟ ନିଅନ୍ତି । କୁହାଯାଏ ଭଲ ନିଦ ହେବା ଖାଉତିବା ଆହାର ଉପରେ ବି ନିର୍ଭର କରେ । ରାତିରେ ଖାଇଥିବା ଆହାର ମଧ୍ୟ…
Read More...

ପୁଣି କ୍ଷମା ମାଗିଲେ ଅଭିଜିତ ଆୟର : କହିଲେ ବୈଜୟନ୍ତ ପଣ୍ଡାକୁ ମୁଁ ଚିହ୍ନିନାହିଁ

ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ବରିଷ୍ଠ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ପୂର୍ବରୁ ସେ ଗୃହ କମିଟି ନିକଟକୁ କ୍ଷମା ପ୍ରାର୍ଥନା କରି ଇମେଲ୍‍ ପଠାଇଥିଲେ। ଏକ ସମ୍ବାଦ ସରବରାହ ସଂସ୍ଥାକୁ…
Read More...

ତିତ୍‌ଲି ବନ୍ୟାରେ ବ୍ୟାଙ୍କରେ ପଶିଲା ପାଣି : ବନ୍ୟା ଛାଡିବା ପରେ ଛାତରେ ଶୁଖାଗଲା ଲକ୍ଷାଧିକ ଟଙ୍କା

ଗଞ୍ଜାମ:ଛାତ ଉପରେ ଲକ୍ଷ ଲକ୍ଷ ଟଙ୍କା। ଖରାରେ ଶୁଖୁଛି ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଓଦା ହୋଇଯାଇଥିବା ଟଙ୍କା। ତିତ୍‌ଲି ପ୍ରଭାବରେ ବ୍ୟାଙ୍କର କରେନ୍‌ସି ଚେଷ୍ଟରେ ପାଣି ପଶିଯାଇଥିଲା। ଦୁଇ ଦିନ ଧରି ବ୍ୟାଙ୍କରେ ଜମି ରହିଥିଲା ୮ଫୁଟର ପାଣି। ପାଗ ଭଲ ହେବା ପରେ…
Read More...

ମହାଷ୍ଟମୀରେ ଶେଷଯାତ୍ରା : ବୋଲେରୋକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୧୦ ଜଣଙ୍କ ଜୀବନ

ନୂଆପଡା:ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡାର ସିଲଦା ନିକଟରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି ।ସେହିଭଳି ଆଉ ଏକ ପରିବାରର ଦୁଇ ଜଣ ଭାଇ ଓ…
Read More...

ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ୱର: ଆଜି ମା’ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ମଣ୍ଡପ ଗୁଡ଼ିକରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଗତକାଲି ମା’ଙ୍କ ଚକ୍ଷୁଦାନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂଜାର୍ଚ୍ଚନା ସାଙ୍ଗକୁ ଚକ୍ଷୁଦାନ ପରେ ବହୁ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଜଗତଜନନୀ ମା’ ଦୁର୍ଗାଙ୍କ…
Read More...

ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରେମ୍ କୁମାର’ ଓ ‘ଶ୍ରୀମାନ ସୁରଦାସ’

ଭୁବନେଶ୍ୱର :ପବିତ୍ର ଦଶହରା ଅବସରରେ ଆଜି ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍ ସୁରଦାସ ଏବଂ ‘ପ୍ରେମ କୁମାର୍’ । ଫିଲ୍ମ ‘ପ୍ରେମ୍ କୁମାର’ ରଜ ଅବସରରେ ଆସିବାକୁ ଥିବା ବେଳେ ଫିଲ୍ମ ‘ଶ୍ରୀମାନ ସୁରଦାସ’ ୧୪…
Read More...

ସରଗରମ୍‌ ପୂଜା ପରିବେଶ : ବିଭିନ୍ନ ସ୍ଥାନରେ ଜମୁଛି ଦାଣ୍ଡିଆ ନାଚର ଧୁମ୍

ଭୁବନେଶ୍ୱର: ଜଗତ ଜନନୀ ମା’ ଦୁର୍ଗାଙ୍କ ଆଜି ମହାସପ୍ତମୀ । ଆଗକୁ ଦଶହରା। ରାଜଧାନୀ ଭୁବନେଶ୍ୱରରେ ଜମି ଆସିଲାଣି ପୂଜା ପରିବେଶ। ପୂଜା ପରିବେଶକୁ ଆହୁରି ରଙ୍ଗିନ କରିବାକୁ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ନବରାତ୍ରିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଗୁଜୁରାଟର ପାରମ୍ପରିକ ଦାଣ୍ଡିଆ ନୃତ୍ୟକୁ…
Read More...

ଲୋନ ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ କହିଲେ ମ୍ୟାନେଜର : ନିର୍ଧୁମ ଛେଚିଲେ ମହିଳା

ବେଙ୍ଗାଲୁରୁ :ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ରକ୍ଷା କରିବାକୁ ଦାବି କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି ଜଣେ ମହିଳା। ଘଟଣାଟି ଘଟିଛି ଦକ୍ଷିଣ କର୍ଣ୍ଣାଟକର ଦାଭାବାନଗେର ସହରରେ।ସୋସିଅାଲ ମିଡିଅାରେ ଭିଡିଓ ଅପଲୋଡ ହେବା ପରେ ମହିଳାଙ୍କ…
Read More...

ଖୁବ ଶୀଘ୍ର ଶୀମନ୍ଦିରରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ : ଶ୍ରୀମନ୍ଦିରରେ ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ନେଇ ବୈଠକ । ମୁଖ୍ୟ ପ୍ରଶାସକ, ସୁଅାର ଓ ମହାସୁଅାର ନିଯୋଗକୁ ନେଇ ବୈଠକ ହୋଇଛି। କୋଠଭୋଗ ସାମଗ୍ରୀ ଓ ସେ ସମ୍ପର୍କିତ ଖର୍ଚ୍ଚ ନେଇ ଅାଲୋଚନା ଚାଲିଛି। ଖୁବ୍‌ ଶୀଘ୍ର ମହାପ୍ରସାଦ ଦର ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି…
Read More...