Breaking

ପୋଲିସ୍ ଜାଲରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁୁବେ

0

ଓଡିଶା ନ୍ୟୁୁଜ୍ ଟୁଡେ ବ୍ୟୁରୋ:

ବନ୍ଧା ହେଲା ବିକାଶ ଦୁବେ।କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର କାନପୁରରେ ୮ ଜଣ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ନୃସଂସ ମାରିଥିବା କୁଖ୍ୟାତ ଅପରାଧି ବିକାଶ ଦୁବେ ଆଜି ଗିରଫ ହୋଇଛି।। ଉଜ୍ଜେନର ମହାକାଳ ମନ୍ଦିରରେ ଦର୍ଶନ କରିବାକୁ ଯାଇଥିବା ବେଳେ ପୋଲିସକୁ ଖବର ଦେଇଥିଲା ମନ୍ଦିରର ଗାର୍ଡ଼ । ସଙ୍ଗେ ସଙ୍ଗେ ତତ୍ପରତା ଦେଖାଇଲା ପୋଲିସ୍ ଓ କାବୁ କରିନେଲେ। ଏହାସହ ପୋଲିସ୍ କୁ ମିଳିଛି ଏକ ବଡ ସଫଳତା।

loading...

Leave A Reply

Your email address will not be published.