Breaking

କାଲି ଖୋଲିବ ଭାଗ୍ୟ ପେଡି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କଲି ଖୋଲିବ ଭାଗ୍ୟ ପେଡି।ବାଲେଶ୍ବର ଓ ତିର୍ତୋଲ୍ ନିର୍ବାଚନର ଆସିବ ଫଳାଫଳ। ୨ଟି ଉପନିର୍ବାଚନର ଭୋଟ୍ ଗଣତି ହେବ ଭୋଟ୍। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ କାଲି ସକାଳ ୮ଟାରୁ ଭୋଟ୍ ଗଣତି ହେବା ସହ ଗଣତି ପାଇଁ ୧୪ଟି ଟେବୁଲ ରହିବ । ପ୍ରଥମେ ପୋଷ୍ଟାଲ ବାଲାଟ ଓ ତା ପରେ ଇଭିଏମ୍ ଗଣତି କରାଯିବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରତି ରାଉଣ୍ଡ ଅନୁସାରେ ରେଜଲ୍ଟ ଜାଣିପାରିବେ ।ତେବେ ସମସ୍ତ କାର୍ଯ୍ୟକ୍ରମରେ କୋଭିଡ୍ ନିୟମାବଳୀ ଉପରେ ବିଶେଷ ଦୃଷ୍ଟି ଦିଆଯିବ।

loading...

Leave A Reply

Your email address will not be published.