Breaking

କରୋନାରେ ଆକ୍ରାନ୍ତ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା । । ପ୍ରଣବ ଟ୍ବିଟ୍ ଯୋଗେ ଲେଖିଛନ୍ତି ଆଜି ତାଙ୍କର କରୋନା ନେଇ ରିପୋର୍ଟ ପଜିଟିଭ ଆସିଛି । ତେବେ ଗୋଟିଏ ସପ୍ତାହ ଭିତରେ ତାଙ୍କୁ ଭେଟିଥିଲେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ସେ । ଏଥିସହ ସ୍ପଂସ୍ପର୍ଶରେ ଆଥିବା ବ୍ୟକ୍ତିିଙ୍କୁ କୋଭିଡ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ମୁଖାର୍ଜୀ ।

loading...

Leave A Reply

Your email address will not be published.